ରାଜଧାନୀରୁ ଦୁଇ ବେପାରୀ ଗିରଫ : କୋଟିଏ ୮୫ ଲକ୍ଷର ଗଞ୍ଜେଇ ଜବତ

ଭୁବନେଶ୍ୱର : ରାଜଧାନୀରୁ ଦୁଇ ଗଞ୍ଜେଇ ବେପାରୀ ଗିରଫ ହୋଇଥିବାର ଖବର ମିଳିଛି। ଗିରଫ ଅଭିଯୁକ୍ତ ଉତ୍ତରପ୍ରଦେଶ ଓ ବିହାରରୁ ଆସି ଭୁବନେଶ୍ୱରରେ ଗଞ୍ଜେଇ ବେପାର କରୁଥିଲେ। ଦୁଇ ଅଭିଯୁକ୍ତ ହେଲେ ଉତ୍ତର ପ୍ରଦେଶର ମାନସିଂ ଯାଦବ ଓ ବିହାରର ମୁକେଶ କୁମାର ଯାଦବ। ଏକ ସ୍ୱିଫ୍ଟ ଡିଜାୟାର ଓ ସୁଜୁକି ସିଆଜ କାରରେ ଗଞ୍ଜେଇ ଚାଲାଣ କରୁଥିଲେ। ଉଭୟଙ୍କୁ ଭୁବନେଶ୍ୱରସ୍ଥିତ ଓଡ଼ିଶା ଇଉନିଭରସିଟି ଅଫ ଟେକ୍ନୋଲୋଜି ରିସର୍ଚ୍ଚ ସେଣ୍ଟର … Continue reading ରାଜଧାନୀରୁ ଦୁଇ ବେପାରୀ ଗିରଫ : କୋଟିଏ ୮୫ ଲକ୍ଷର ଗଞ୍ଜେଇ ଜବତ